Advertisment

ବର୍ଷକର ଶିଶୁ ଅପହରଣ ଘଟଣା; ନାଟକ ରଚିଥିଲେ ବାପା

ଅପହରଣ ପଛରେ ଶିଶୁର ବାପା ସହ ଆଉ ୩ ଜଣ ଥିବା ସୂଚନା।

author-image
Manoj Swain
ଅଦ୍ୟତନ ହୋଇଛି

ଭୁବନେଶ୍ୱର ପଟିଆ ଷ୍ଟେସନରୁ ଅପହୃତ ବର୍ଷକର ଶିଶୁ ଉଦ୍ଧାର ଘଟଣା। ଗତକାଲି ପଟିଆ ଷ୍ଟେସନ ନିକଟରୁ ଅପହୃତ ହୋଇଥିବା ବର୍ଷକର ଶିଶୁ କଟକରୁ ଉଦ୍ଧାର ହୋଇଛି। ଶିଶୁଟି ଉଦ୍ଧାର ନେଇ ମଞ୍ଚେଶ୍ୱର ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଶିଶୁ ଉଦ୍ଧାର ନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କ ପ୍ରେସମିଟ୍। ପାରିବାରିକ କଳହରୁ ଶିଶୁକୁ ଅପହରଣ କରାଯାଇଥିବା ସୂଚନା। ଅପହରଣ ପଛରେ ଶିଶୁର ବାପା ସହ ଆଉ ୩ ଜଣଙ୍କ ସମ୍ପୃକ୍ତି ଥିବା ସୂଚନା। ତେବେ ଏହି ଘଟଣା ନେଇ ଭୁବନେଶ୍ବର ଡିସିପି ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Odisha Bhubaneswar Kidnap