Advertisment

କମିଶନରେଟ୍‌ ପୁଲିସ୍‌କୁ ମିଳିଛି ବଡ଼ ସଫଳତା; ୬୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ

ଚଢ଼ଉ ସମୟରେ ଗାଡ଼ିରୁ ୬୬୦ ଗ୍ରାମ ବ୍ରାଉନସୁଗର ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୬୦ ଲକ୍ଷରୁ ଅଧିକ ଟଙ୍କା ହେବ।

author-image
Manoj Swain

‘ଅପରେସନ୍‌ ହ୍ୱାଇଟ୍ସ ସ୍ପାଇଡର’ରେ କମିଶନରେଟ୍‌ ପୁଲିସ୍‌କୁ ମିଳିଛି ବଡ଼ ସଫଳତା। ଡିଲ୍‌ ବେଳେ ଦୁଇ ମାଫିଆଙ୍କୁ ମାଡିବସିବା ସହିତ ୬୬୦ ଗ୍ରାମ ବ୍ରାଉନସୁଗର ଜବତ କରିଛି କମିଶନରେଟ୍‌ ପୁଲିସର ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌। ଉଭୟଙ୍କୁ ରାଜଧାନୀ ଭୁବନେଶ୍ୱରରୁ ଧରିଛି। ଏନେଇ ସୂଚନା ଦେଇଛନ୍ତି ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

Advertisment
Odisha Brown Sugar Commissionerate Police