\'ବ୍ରାଉନସୁଗାର ସହ 2 ଜଣଙ୍କୁ ଗିରଫ କରାଯାଇଛି\' | Odisha reporter
Advertisment
‘ଅପରେସନ୍ ହ୍ୱାଇଟ୍ସ ସ୍ପାଇଡର’ରେ କମିଶନରେଟ୍ ପୁଲିସ୍କୁ ମିଳିଛି ବଡ଼ ସଫଳତା। ଡିଲ୍ ବେଳେ ଦୁଇ ମାଫିଆଙ୍କୁ ମାଡିବସିବା ସହିତ ୬୬୦ ଗ୍ରାମ ବ୍ରାଉନସୁଗର ଜବତ କରିଛି କମିଶନରେଟ୍ ପୁଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍। ଉଭୟଙ୍କୁ ରାଜଧାନୀ ଭୁବନେଶ୍ୱରରୁ ଧରିଛି। ଏନେଇ ସୂଚନା ଦେଇଛନ୍ତି ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us