ପଦ୍ମକେଶରୀପୁର ହିଂସା: ଆଉ ୩ ଗିରଫ

ସୁଧ ଟଙ୍କାକୁ କେନ୍ଦ୍ର କରି ପଦ୍ମକେଶରୀପୁର ଗାଁରେ ବାରମ୍ବାର ଗୋଷ୍ଠୀ ସଂଘର୍ଷ ହେବା ସହ ଗାଁରେ ଅଶାନ୍ତ ପରିବେଶ ଲାଗି ରିହିଥିଲା। ଗାଁରେ ଶାନ୍ତି ଫେରାଇ ଆଣିବାକୁ ମୁରବୀମାନଙ୍କୁ ଦାୟିତ୍ୱ ଦେବା ସହ ଶାନ୍ତି ପାଇଁ ଲୋକଙ୍କୁ ଅପିଲ କରିଥିଲା ପୁଲିସ।

Accused PhotoOR

ଗିରଫ ବ୍ୟକ୍ତି ମାନେ

Biswajit Samal
  • Published: Monday, 22 July 2024
  • Updated: 22 July 2024, 04:50 PM IST

Sports

Latest News

ଭୁବନେଶ୍ୱର ପଦ୍ମକେଶରୀପୁର ଗଣ୍ଡଗୋଳ ଓ ସୁଧ କାରବାର ମାମଲାରେ ଆଉ ୩ଜଣ ଗିରଫ। ମଞ୍ଚେଶ୍ୱେର ଥାନା ପୁଲିସ ଆଜି ମାମଲାରେ ଅନ୍ୟତମ ଅଭିଯୁକ୍ତ ଶୁଭଲକ୍ଷ୍ମୀ ଦାଶ, ଶୌଭାଗ୍ୟ ରମଞ୍ଜନ ଦାଶ ଓ ଚିତରଞ୍ଜନ ଦାଶଙ୍କୁ ଗିରଫ କରିଛି। ଏହା ସହିତ ମୋଟ୍ ଗିରଫଦାରୀ ସଂଖ୍ୟା ୯କୁ ବୃଦ୍ଧି ପାଇଛି। 

Also Read

ସୁଧ ଟଙ୍କାକୁ କେନ୍ଦ୍ର କରି ପଦ୍ମକେଶରୀପୁର ଗାଁରେ ବାରମ୍ବାର ଗୋଷ୍ଠୀ ସଂଘର୍ଷ ହେବା ସହ ଗାଁରେ ଅଶାନ୍ତ ପରିବେଶ ଲାଗି ରିହିଥିଲା। ଗାଁରେ ଶାନ୍ତି ଫେରାଇ ଆଣିବାକୁ ମୁରବୀମାନଙ୍କୁ ଦାୟିତ୍ୱ ଦେବା ସହ ଶାନ୍ତି ପାଇଁ ଲୋକଙ୍କୁ ଅପିଲ କରିଥିଲା ପୁଲିସ। ପୂର୍ବରୁ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story