Advertisment

ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିଲେ ପ୍ରମୋଦ ଭଗତ !

ପାରା ଅଲିମ୍ପିଆନ ପ୍ରମୋଦ ଭଗତଙ୍କ ନାଁରେ ନିଶାସକ୍ତ ଅବସ୍ଥାରେ ଗାଡି ଚଲାଉଥିବା ଅଭିଯୋଗ ।

author-image
Ordigital Desk

ପାରା ଅଲିମ୍ପିଆନ ପ୍ରମୋଦ ଭଗତଙ୍କ ନାଁରେ ଥାନାରେ ଅଭିଯୋଗ । ନିଶାସକ୍ତ ଅବସ୍ଥାରେ ଗାଡି ଚଲାଉଥିବା ବେଳେ କଟିଲା ଚାଲାଣ । ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଓମଫେଡ୍ ଛକରେ ଚାଲିଥିଲା ଚେକିଂ । ପ୍ରମୋଦ ଭଗତଙ୍କ ଗାଡିକୁ ପୁଲିସ ଅଟକାଇବା ସହ ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବା ନେଇ ଚାଲାଣ କଟାଯାଇଥିଲା । 

Advertisment
Odisha Pramod Bhagat