Advertisment

କୋଣାର୍କ ମାଟିକୁ କଳୁଷିତ କରୁଛି କିଏ ?

ଅର୍କକ୍ଷେତ୍ର କୋଣାର୍କକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ବାଟରେ ଅଟକାଇ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ କାରକୁ ଆକ୍ରମଣ ।

author-image
Manoj Swain

ଅର୍କକ୍ଷେତ୍ର କୋଣାର୍କକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ବାଟରେ ଅଟକାଇ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ କାରକୁ ଆକ୍ରମଣ । ସୂଚନା ଅନୁଯାୟୀ ଯେଉଁମାନେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି ସେମାନେ କୋଣାର୍କ ଏନଏସି ତରଫରୁ ପାର୍କିଂ ଫି ଆଦାୟ କରୁଥିବା କର୍ମଚାରୀ। ଜଣେ ଯାତ୍ରୀ ପାର୍କିଂ ଫି ନଦେବାରୁ ଏଭଳି ଜୁଲୁମ କରୁଥିବାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି।

Advertisment
Odisha Puri Konark