Advertisment

ବାଲେଶ୍ୱରରେ ୨ ଭାଇଙ୍କ ମୃତ୍ୟୁ ମାମଲା: ପୋଲିସ୍ ଇନସପେକ୍ଟର ଗିରଫ

ଖୋର୍ଦ୍ଧା: ବାଲେଶ୍ୱରର ପଠାଣ ମହଲାରେ ପୋଲିସ୍ ଚଢ଼ାଉ ବେଳେ ୨ ଭାଇଙ୍କ ମୃତ୍ୟୁ ମାମଲାରେ ପୋଲିସ୍ ଇନସପେକ୍ଟର ତାରିକ୍‌ ଅହମ୍ମଦଙ୍କୁ ସୋମବାର ଗିରଫ କରାଯାଇଛି। ତାଙ୍କୁ ଖୋର୍ଦ୍ଧାରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ୨୦୧୨ ମସିହାରେ ପଠାଣ ମହଲାରେ ମୃତ ଦୁଇ ଭାଇଙ୍କ ଘରେ ପୋଲିସ୍ ଇନସପେକ୍ଟର ତାରିକ୍‌ ଅହମ୍ମଦ ଚଢ଼ାଉ କରିଥିଲେ। ଏକ ମିଛ କେସ୍‌ରେ ଫସାଇ ୨ ଭାଇଙ୍କୁ  ଗିରଫ ପାଇଁ ତାରିକ ଅହମ୍ମଦ ରେଡ୍ କରିଥିଲେ। ଏହି ସମୟରେ ଦୁଇ ଭାଇ ଆତ୍ମାହୂତି ଦେଇଥିବା […]

ଅଦ୍ୟତନ ହୋଇଛି
ବାଲେଶ୍ୱରରେ ୨ ଭାଇଙ୍କ ମୃତ୍ୟୁ ମାମଲା: ପୋଲିସ୍ ଇନସପେକ୍ଟର ଗିରଫ

inspector

Advertisment

ଖୋର୍ଦ୍ଧା: ବାଲେଶ୍ୱରର ପଠାଣ ମହଲାରେ ପୋଲିସ୍ ଚଢ଼ାଉ ବେଳେ ୨ ଭାଇଙ୍କ ମୃତ୍ୟୁ ମାମଲାରେ ପୋଲିସ୍ ଇନସପେକ୍ଟର ତାରିକ୍‌ ଅହମ୍ମଦଙ୍କୁ ସୋମବାର ଗିରଫ କରାଯାଇଛି। ତାଙ୍କୁ ଖୋର୍ଦ୍ଧାରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି।

Advertisment

୨୦୧୨ ମସିହାରେ ପଠାଣ ମହଲାରେ ମୃତ ଦୁଇ ଭାଇଙ୍କ ଘରେ ପୋଲିସ୍ ଇନସପେକ୍ଟର ତାରିକ୍‌ ଅହମ୍ମଦ ଚଢ଼ାଉ କରିଥିଲେ। ଏକ ମିଛ କେସ୍‌ରେ ଫସାଇ ୨ ଭାଇଙ୍କୁ  ଗିରଫ ପାଇଁ ତାରିକ ଅହମ୍ମଦ ରେଡ୍ କରିଥିଲେ। ଏହି ସମୟରେ ଦୁଇ ଭାଇ ଆତ୍ମାହୂତି ଦେଇଥିବା ଜଣାପଡ଼ିଥିଲା। ଏହି  ଘଟଣାରେ କ୍ରାଇମବ୍ରାଞ୍ଚ  ଆଜି ଇନସପେକ୍ଟର ତାରିକ୍‌ ଅହମ୍ମଦଙ୍କୁ ଗିରଫ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe