ମାର୍ଶାଘାଇ କଲେଜରେ ଛାତ୍ର ସଂସଦ ନିର୍ବାଚନ ନେଇ ଉତ୍ତେଜନା

ପାଟକୁରା: ମାର୍ଶାଘାଇ କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ପ୍ରତିବାଦରେ ଆଜି ଉତ୍ତେଜନା ଦେଖାଦେଇଛି। ଛାତ୍ରଛାତ୍ରୀ ନିର୍ବାଚନ ଦାବିରେ ଗଣ୍ଡଗୋଳ କରିଛନ୍ତି। ଏନେଇ ମର୍ଶାଘାଇ କଲେଜ ଅଧ୍ୟକ୍ଷ କଲେଜରେ ସାଇନ ଏ ଡାଇ  ଘୋଷଣା କରିଛନ୍ତି।