ଛାତ୍ରୀଙ୍କୁ ବ୍ୟାଡ୍ ଟଚ୍ ପଡ଼ିଲା ମହଙ୍ଗା। ସ୍କୁଲରେ ପଶି ଶିକ୍ଷକଙ୍କୁ ପିଟିଲେ ଅଭିଭାବକ। ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ ସହର ଇନ୍ଦିରା ନଗର ଉଚ୍ଚ ବିଦ୍ୟାଳୟରେ। ପୁଲିସ ଶିକ୍ଷକ ମନୋରଞ୍ଜନ ନାୟକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି।
ଇନ୍ଦିରା ନାଗର ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ୟ୍ୟନ୍ତ ପିଲା ପଢନ୍ତି। ମନୋରଞ୍ଜନ ଜଣେ ଛାତ୍ରୀଙ୍କୁ ବ୍ୟାଡ ଟଚ୍ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀ ଜଣଙ୍କ ନିଜ ପରିବାର ଲୋକଙ୍କ ପାଖରେ ମନୋରଞ୍ଜନ ବେଡ୍ ଟଚ୍ କରିଥିବା କହିଥିଲେ। ଆଜି ସକାଳେ ଅଭିଭାବକମାନେ ସ୍କୁଲରେ ପହଞ୍ଚି ମନୋରଞ୍ଜନଙ୍କ ମାଡ ମାରିଥିଲେ। ରାୟଗଡ଼ା ପୁଲିସ ପହଞ୍ଚି ମନୋରଞ୍ଜନଙ୍କ ଉଦ୍ଧାର କରି ଥାନାକୁ ନେଇଥିଲା।
Also Read
ଅନ୍ୟପକ୍ଷରେ ଛାତ୍ରୀ ଜଣଙ୍କ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ମିଥ୍ୟା ବୋଲି ମନୋରଞ୍ଚନ କହିଛନ୍ତି।
ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ପଣ୍ଡା କହିଛନ୍ତି, ଅଭିଭାବକଙ୍କ ଅଭିଯୋଗ ଲିଖିତ ପାଇଛି। ଏନେଇ ଏକ କମିଟି ଗଠନ କରି ତଦନ୍ତ କରିବି। ଯଦି ବିଦ୍ୟାଳୟରେ ସମାଧାନ ନହୁଏ ତେବେ ଉଚ୍ଚକର୍ତ୍ତୃ ପକ୍ଷଙ୍କୁ ଅବଗତ କରାଇବି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜାରିଂ ଗଣଦୁଷ୍କର୍ମ ମାମଲା: ଲିଫ୍ଟ ବାହାନାରେ ଧୋକା ଦେଇଥିଲେ ପରିଚିତ ବ୍ୟକ୍ତି, ୬ ଜଣଙ୍କୁ ମିଳିଲା ଆଜୀବନ କାରାଦଣ୍ଡାଦେଶ
ଭିଡିଓ ଭାଇରାଲ କରିବା ଅଭିଯୋଗରେ ଯେଉଁ ୩ ଜଣ ଗିରଫ ହୋଇଥିଲେ, କୋର୍ଟ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
Crime
ବିଜେପିକୁ ସମର୍ଥନ କରିବାରୁ ଦଳିତ ଯୁବତୀଙ୍କୁ ହତ୍ୟା!
ଉତ୍ତର ପ୍ରଦେଶ ଉପନିର୍ବାଚନରେ ବିଜେପିକୁ ସମର୍ଥନ କରିବାରୁ ଦଳିତ ଯୁବତୀଙ୍କୁ ହତ୍ୟା। ପରିବାରର ଅଭିଯୋଗକ୍ରମେ ସମାଜବାଦୀ ପାର୍ଟି ସମର୍ଥକଙ୍କୁ ଗିରଫ କଲା ପୁଲିସ।
Crime
ବାହାଘର ପ୍ରସ୍ତାବକୁ ମନା କଲେ ଗୁରୁମା, ସ୍କୁଲରେ ପଶି ତଣ୍ଟି କାଟିଦେଲା ପାଗଳ ପ୍ରେମୀ
ଘର ଲୋକଙ୍କ ଦ୍ୱାରା ଗୁରୁମାଙ୍କ ପାଖକୁ ବାହାଘର ପ୍ରସ୍ତାବ ଆସିଥିଲେ ହେଁ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ବାସ୍ ଏଥିରେ ରାଗି ଯାଇ ପାଗଳ ପ୍ରେମିକ ଜଣକ ସ୍କୁଲରେ ପଶି ଗୁରୁମାଙ୍କ ତଣ୍ଟି କାଟି ହତ୍ୟା କରିଛି।
Crime
ନବଜାତକୁ ୨୦ ହଜାର ଟଙ୍କାରେ ପର ହାତକୁ ଟେକି ଦେଇଥିଲେ ବାପାମା’; ଆନ୍ଧ୍ରରୁ ଉଦ୍ଧାର
ପିଲାଟି ଜନ୍ମ ହେବାର ୯ ଦିନ ପରେ ନିଜର ନବଜାତ ଶିଶୁଟିକୁ ଅନ୍ୟ ହାତକୁ ଟେକି ଦେଇଥିଲେ ବାପାମା’।
Crime
୨୫ ଲକ୍ଷର ଅଳଙ୍କାର ଧରି ଫେରୁଥିଲେ ବାପପୁଅ, ଭୁଜାଲି ଦେଖାଇଲେ ଲୁଟେରା
ଦୋକାନୀ ବାପପୁଅ ୨୫ ଲକ୍ଷ ଟଙ୍କାର ଅଳଙ୍କାର ଧରି ଘରକୁ ଫେରୁଥିବା ବେଳେ ବନ୍ଧୁକ, ଭୁଜାଲି ଦେଖାଇ ଲୁଟିନେଲେ ୬ ଲୁଟେରା।