Advertisment

ଯୁକ୍ତ ଦୁଇ ଛାତ୍ରୀ ଗଣଦୁଷ୍କର୍ମ ମାମଲା; ପୁଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲା ବିଜେପି

'ପୁଲିସ ଜାଣିଶୁଣି ବିଜେଡି ଛାତ୍ର ନେତାକୁ ଛାଡ଼ି ଦେଇଛି'

author-image
Manoj Swain

ବ୍ରହ୍ମପୁର ଯୁକ୍ତ ଦୁଇ ଛାତ୍ରୀଙ୍କୁ ନିଶା ଦେଇ ଗଣଦୁଷ୍କର୍ମ ଘଟଣାରେ ବଡ଼ ଟ୍ୱିଷ୍ଟ। ପୁଲିସ ବିରୋଧରେ ବିଜେପି ମହିଳା ମୋର୍ଚ୍ଚାର ସାଙ୍ଘାତିକ୍ ଅଭିଯୋଗ। କହିଲେ, ପୁଲିସ ଜାଣିଶୁଣି ବିଜେଡି ଛାତ୍ର ନେତାକୁ ଛାଡ଼ି ଦେଇଛି। ତେବେ ଏଥିରେ ମୁଖ୍ୟ ଅଭିଯୁକ୍ତକୁ କାହିଁକି ଛଡ଼ାଗଲା ବୋଲି ପ୍ରଶ୍ନ କରିବା ସହିତ, ସେ ବିଜେଡି ଛାତ୍ରନେତା ହୋଇଥିବାରୁ ଭୋଟ ବେଳେ ଖରାପ ପ୍ରଭାବ ପଡ଼ିବ ବୋଲି ତାଙ୍କୁ ଛଡ଼ାଗଲା ବୋଲି ଅଭିଯୋଗ କରିଛି ବିଜେପି । ଦେଖନ୍ତୁ ପୂରା ରିପୋର୍ଟ ।

Advertisment
Brahmapur Bjp Odisha Gang Rape