Advertisment

ପିଓ ପରୀକ୍ଷା ଦେଉଥିବା ବେଳେ ଧରାପଡିଲେ ୩ ନକଲି ପରୀକ୍ଷାର୍ଥୀ

ଜଟଣୀ: ରିଜିଓନାଲ ରୁରାଲ ବ୍ୟାଙ୍କର ପିଓ ପରୀକ୍ଷା ଦେଉଥିବା ବେଳେ ଜଟଣୀ ପୋଲିସ ୩ ନକଲି ପରୀକ୍ଷାର୍ଥୀଙ୍କୁ ଧରିଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଆଇଆଇଟି ପାସ୍ କରିଥିବା ବେଳେ ଅନ୍ୟ ଜଣେ ଇଞ୍ଜିନିୟର ଛାତ୍ର ଥିବା ଜଣାପଡ଼ିଛି। ଏମାନଙ୍କ ଘର ବିହାରରେ। ଆଇଆଇଟି ପାସ୍ କରିଥିବା ହର୍ଷବର୍ଦ୍ଧନ, ଅମିତ କୁମାର ନାମକ ଛାତ୍ରଙ୍କ ପାଇଁ ପରୀକ୍ଷା ଦେଉଥିଲା। ସେହିପରି ଅନ୍ୟ ଜଣେ ନକଲି ପରୀକ୍ଷାର୍ଥୀ ରୋହିତ କୁମାର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଚତୁର୍ଥ ବର୍ଷର ଛାତ୍ର। […]

ପିଓ ପରୀକ୍ଷା ଦେଉଥିବା ବେଳେ ଧରାପଡିଲେ ୩ ନକଲି ପରୀକ୍ଷାର୍ଥୀ

po

Advertisment

poଜଟଣୀ: ରିଜିଓନାଲ ରୁରାଲ ବ୍ୟାଙ୍କର ପିଓ ପରୀକ୍ଷା ଦେଉଥିବା ବେଳେ ଜଟଣୀ ପୋଲିସ ୩ ନକଲି ପରୀକ୍ଷାର୍ଥୀଙ୍କୁ ଧରିଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଆଇଆଇଟି ପାସ୍ କରିଥିବା ବେଳେ ଅନ୍ୟ ଜଣେ ଇଞ୍ଜିନିୟର ଛାତ୍ର ଥିବା ଜଣାପଡ଼ିଛି। ଏମାନଙ୍କ ଘର ବିହାରରେ। ଆଇଆଇଟି ପାସ୍ କରିଥିବା ହର୍ଷବର୍ଦ୍ଧନ, ଅମିତ କୁମାର ନାମକ ଛାତ୍ରଙ୍କ ପାଇଁ ପରୀକ୍ଷା ଦେଉଥିଲା। ସେହିପରି ଅନ୍ୟ ଜଣେ ନକଲି ପରୀକ୍ଷାର୍ଥୀ ରୋହିତ କୁମାର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଚତୁର୍ଥ ବର୍ଷର ଛାତ୍ର। ସେ ରାହୁଲ କୁମାର ନାମକ ଜଣେ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଦେଉଥିଲା। ରାହୁଲକୁ ବି ପୋଲିସ ଗିରଫ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe