Advertisment

ସାର୍ଟିଫିକେଟ୍ ମାଗିବାରୁ ଥରିଲେ ଡାକ୍ତର

ଘଟଣା ସାମ୍ନାକୁ ଆସିବା ପରେ ତାଳଚେର ଥର୍ମାଲ ସ୍ଥିତି ଉକ୍ତ ନର୍ସିଂ ହୋମ୍‌କୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି।

Advertisment

ରୋଗୀଙ୍କ ଜୀବନ ସହ ଖେଳ। ଦିନେ ନୁହେଁ କି ମାସେ ନୁହେଁ, ବର୍ଷ ବର୍ଷ ଧରି ରୋଗୀ ସେବା ନାଁରେ ଚାଲିଥିଲା ସାଂଘାତିକ ଖେଳ। ନକଲି ଡାକ୍ତର କରୁଥିଲେ ଲୋକଙ୍କ ଚିକିତ୍ସା। କେବଳ ସେତିକି ନୁହେଁ, ପ୍ରତିଦିନ ଶତାଧିକ ଲୋକ ଆସୁଥିବା ନର୍ସିଂ ହୋମର ଲାଇସେନ୍ସ ମଧ୍ୟ ୨୦୧୯ରୁ ଆଉ ନବୀକରଣ କରାଯାଇ ନାହିଁ। ତାଳଚେରରୁ ଏପରି ଘଟଣା ସାମ୍ନାକୁ ଆସିଛି। ଘଟଣା ସାମ୍ନାକୁ ଆସିବା ପରେ ତାଳଚେର ଥର୍ମାଲ ସ୍ଥିତି ଉକ୍ତ ନର୍ସିଂ ହୋମ୍‌କୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି।

Advertisment
Odisha Fake Doctor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe