ବରଗଡ଼ ଜିଲ୍ଲା ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଲୁଟ୍ ଘଟଣାରେ ଜଣକୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଅମିତ ଦାସ ଓରଫ ଗୁରୁଦେବ। ତାଙ୍କଠାରୁ ପୁଲିସ ୫ଟି କାର, ୨ଟି ବାଇକ, ୭ଟି ମୋବାଇଲ ସହ ନଗଦ ୪ ଲକ୍ଷ ୨୬ ହଜାର ଟଙ୍କା ଜବତ କରିଛି।
ଗତ ୧୮ ତାରିଖରେ ବନ୍ଧୁକ ଦେଖାଇ ଗ୍ରାମୀଣ ବ୍ୟାଙ୍କରୁ ୯ ଲକ୍ଷରୁ ଅଧିକ ଟଙ୍କା ଲୁଟ କରିଥିଲେ ୨ ଜଣ ଦୁର୍ବୁତ୍ତ। ଏହି ମାମଲାରେ ବରଗଡ଼ ପୁଲିସ ଗତକାଲି ଅମିତ ଦାସକୁ ପେଷାଦାର ଅପରାଧୀକୁ ଗିରଫ କରିଛି।
Also Read
ତଦନ୍ତ ବେଳେ ବଲାଙ୍ଗିର ଜିଲ୍ଲାର ମୂଳ ବାସିନ୍ଦା ଅମିତଠାରୁ ଗଞ୍ଜେଇ ସହ ବ୍ୟବହୃତ ୫ଟି କାର, ୨ଟି ବାଇକ, ୭ଟି ମୋବାଇଲ ସହ ନଗଦ ୪ ଲକ୍ଷ ୨୬ ହଜାର ଟଙ୍କା ଜବତ ହୋଇଛି। ଅମିତଙ୍କ ନାଁରେ ପୂର୍ବରୁ ବରଗଡ଼, ସମ୍ବଲପୁର, ସୋନପୁର, ରାୟଗଡ, ବଲାଙ୍ଗିର ଆଦି ଅଞ୍ଚଳର ବିଭିନ୍ନ ଥାନାରେ ୧୮ଟି ସଙ୍ଗିନ ମାମଲା ରହିଛି। ଅମିତ ପୁଲିସକୁ ବରଗଡ଼ କଟାପାଲିର ବ୍ରହ୍ମଚାରୀରୁ ଗିରଫ କରିଛିl
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।
Crime
ମାରାଥନ୍ କାର୍ଯ୍ୟକ୍ରମ ବେଳେ ଫୁଟିଲା ଗୁଳି; ଯୁବକ ଗୁରୁତର
ତେବେ କିଏ ଓ କାହିଁକି ଯୁବକଙ୍କୁ ଗୁଳିମାଡ଼ କଲା ତାର କାରଣ ଅସ୍ପଷ୍ଟ ରହିଛି।