ସ୍ୱାଧିନତା ଦିବସରେ ଧରାପଡ଼ିଲେ ନକଲି ଆର୍ମି ! | Odisha Reporter
ସ୍ୱାଧୀନତା ଦିବସ ଅବସରରେ ନକଲି ଯବାନ ପୋଷାକ ପିନ୍ଧି ଷ୍ଟାଡିୟମକୁ ଆସିଥିଲେ ଯୁବକ । ଧରାପଡ଼ିବା ପରେ ଥାନାକୁ ଗଲେ । ଘଟଣା ଘଟିଛି ପୁରୀ ଜିଲ୍ଲା ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ । ଅଟକ ନକଲି ଯବାନ ପୁରୀ କୁମ୍ଭାରପଡା ଅଞ୍ଚଳର ସୁନୀଲ କୁମାର ବୋଲି ଜଣାପଡ଼ିଛି। ସୁନୀଲ ତାଳବଣିଆ ଇଣ୍ଡୋର ଷ୍ଟାଡିୟମକୁ ନକଲି ଯବାନ ପୋଷାକ ପିନ୍ଧି ଆସିଥିଲେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
