ସ୍ୱାଧିନତା ଦିବସରେ ଧରାପଡ଼ିଲେ ନକଲି ଆର୍ମି !

  • Published: Tuesday, 15 August 2023
  • , Updated: 15 August 2023, 04:23 PM IST

ସ୍ୱାଧୀନତା ଦିବସ ଅବସରରେ ନକଲି ଯବାନ ପୋଷାକ ପିନ୍ଧି ଷ୍ଟାଡିୟମକୁ ଆସିଥିଲେ ଯୁବକ । ଧରାପଡ଼ିବା ପରେ ଥାନାକୁ ଗଲେ । ଘଟଣା ଘଟିଛି ପୁରୀ ଜିଲ୍ଲା ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ । ଅଟକ ନକଲି ଯବାନ ପୁରୀ କୁମ୍ଭାରପଡା ଅଞ୍ଚଳର ସୁନୀଲ କୁମାର ବୋଲି ଜଣାପଡ଼ିଛି। ସୁନୀଲ ତାଳବଣିଆ ଇଣ୍ଡୋର ଷ୍ଟାଡିୟମକୁ ନକଲି ଯବାନ ପୋଷାକ ପିନ୍ଧି ଆସିଥିଲେ । 

Related story