ଏହି ଘଟଣାରେ କାହାର ସମ୍ମାନହାନୀ କରିବା ଆମର ଉଦ୍ଦେଶ୍ୟ ନୁହେଁ। ସମାଜ ଉପରେ ପ୍ରଭାବ ପକାଉଥିବା ଖବରଟି ପ୍ରସାରଣ କରିବା ସହ ସମାଜକୁ ଏକ ସଚେତନତା ବାର୍ତ୍ତା ମଧ୍ୟ ଦେବାର ଆବଶ୍ୟକତା ରହିଛି। ସ୍ବାମୀ ଥିବା ସତ୍ତ୍ବେ ଜଣେ ମହିଳା ଅନ୍ୟଜଣେ ଯୁବକଙ୍କ ସହ ଅନୈତିକ ସଂପର୍କ ରଖି ଧରାପଡ଼ିବା ପରେ ମାମଲା ଥାନାରେ ପହଞ୍ଚିଛି। ଯଦିଓ ଦୁଇଜଣଙ୍କ ମୁହଁ ସାର୍ବଜନୀନ କରିବାରେ ପ୍ରତିବନ୍ଧକ ରହିଛି କିନ୍ତୁ ଘଟଣା ସଂପର୍କରେ ଜାଣନ୍ତୁ...