ପୋଲିସକୁ ପାଣି ପିଆଇ ଦେଲେ ମହିଳା ! | Odisha Reporter
Advertisment
ପୁଲିସ ବନାମ ବସ୍ତି ବାସିନ୍ଦା। ରାତି ଅଧରେ ପୁଲିସ ହତ୍ୟା ଅଭିଯୁକ୍ତକୁ ଧରିବାକୁ ଆସିଲା । ହେଲେ ଅଭିଯୁକ୍ତଙ୍କୁ ନେବା ପାଇଁ ଦେଲେନି ମହିଳା । ପୁଲିସ ଘର ଭିତରକୁ ଯିବା ପାଇଁ ଚେଷ୍ଟା କରିଥିଲେ ବି ଭିତରକୁ ଛାଡିନଥିଲେ ଅଭିଯୁକ୍ତଙ୍କ ସ୍ତ୍ରୀ । ଆଉ ଏହି ସମୟରେ ତୁତୁ ମେମେ ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us