""
ଅପରାଧ ଓଡ଼ିଶା ବିଜନେସ୍ ପାଇଁ ପଲିଟିକାଲ ମର୍ଡର ! ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକୁ ନେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ବିଭିନ୍ନ ଦଳର ନେତା। ବ୍ୟବସାୟ ସାମ୍ରାଜ୍ୟ ହଡପ କରିବା ପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସିଧାସଳଖ ଅଭିଯୋଗ କରିଛନ୍ତି। ସ୍ୱର୍ଗତ ନବ ଦାସଙ୍କ ଅନେକ ବ୍ୟବସାୟ ରହିଛି। ଟ୍ରାନସପୋର୍ଟ, ହସ୍ପିଟାଲିଟି, ସ୍କୁଲ ଏବଂ ଖଣି କାରବାର ସହିତ ସେ ସମ୍ପୃକ୍ତ ଥିଲେ। Manoj Swain 06 Feb 2023 18:29 IST ବିଜନେସ୍ ପାଇଁ ପଲିଟିକାଲ ମର୍ଡର! || Political Leaders Opinion On Naba Das\'s Death || Odisha Reporter Odisha Odisha Politics Naba Das Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ