""
ଅପରାଧ ଓଡ଼ିଶା ବିଜନେସ୍ ପାଇଁ ପଲିଟିକାଲ ମର୍ଡର ! ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକୁ ନେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ବିଭିନ୍ନ ଦଳର ନେତା। ବ୍ୟବସାୟ ସାମ୍ରାଜ୍ୟ ହଡପ କରିବା ପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସିଧାସଳଖ ଅଭିଯୋଗ କରିଛନ୍ତି। ସ୍ୱର୍ଗତ ନବ ଦାସଙ୍କ ଅନେକ ବ୍ୟବସାୟ ରହିଛି। ଟ୍ରାନସପୋର୍ଟ, ହସ୍ପିଟାଲିଟି, ସ୍କୁଲ ଏବଂ ଖଣି କାରବାର ସହିତ ସେ ସମ୍ପୃକ୍ତ ଥିଲେ। 06 Feb 2023 18:29 ISTManoj Swain Follow Usବିଜନେସ୍ ପାଇଁ ପଲିଟିକାଲ ମର୍ଡର! || Political Leaders Opinion On Naba Das\'s Death || Odisha ReporterAdvertisment Read More Odisha Odisha Politics Naba DasAdvertisment