Advertisment

ସମବାୟ ସମିତି କାର୍ଯ୍ୟାଳୟରେ ତୁମୁଳକାଣ୍ଡ; କର୍ମଚାରୀଙ୍କୁ ଚେୟାରରେ ପିଟିଲେ

ବାସୁଦେବପୁର ବ୍ଲକ ଏଡତାଳ ସେବା ସମବାୟ ସମିତି କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା।

Advertisment

ସମବାୟ ସମିତି କାର୍ଯ୍ୟାଳୟରେ ତୁମୁଳକାଣ୍ଡ। କାର୍ଯ୍ୟାଳୟରେ ପଶିଲେ, କର୍ମଚାରୀଙ୍କୁ ଚେୟାରରେ ପିଟିଲେ । ଭାଙ୍ଗିଦେଲେ DEOଙ୍କ ଲାପଟପ୍ ଏବଂ ଅଫିସ ଜିନିଷ । ବାସୁଦେବପୁର ବ୍ଲକ ଏଡତାଳ ସେବା ସମବାୟ ସମିତି କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe