Advertisment

ପୁରୀ:ଯୁବକଙ୍କୁ ଗୋଡେଇ ଗୋଡେଇ ହତ୍ୟା ମାମଲାରେ ୨ ଗିରଫ

ପୁରୀ : ପୁରୀ ସଦରଥାନା ଅର୍ନ୍ତଗତ ଉତ୍ତରକଣା ଗାଁରେ ଯୁବକଙ୍କୁ ହତ୍ୟା ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ  କରିଛି। ମୃତ ଯୁବକ ହେଲେ ଉତ୍ତରକଣାର ମେରୁ ପ୍ରଧାନ। ମେରୁକୁ ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ମୃତଶରୀରକୁ ବନ୍ଧ ତଳକୁ ଫୋପାଡି ଦେଇଥିଲେ। ଗତକାଲି ସନ୍ଧ୍ୟା ୬ଟା ୪୦ ମିନିଟ ସମୟରେ ମେରୁ ମଟର ସାଇକେଲ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ପୂର୍ବରୁ ଶତ୍ରୁତା ଥିବା ସେହି ଗାଁର ୩ ଜଣ ଯୁବକ ତାଙ୍କୁ ହତ୍ୟା […]

ଅଦ୍ୟତନ ହୋଇଛି
ପୁରୀରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହତ୍ୟା

purimurder

Advertisment

ପୁରୀ : ପୁରୀ ସଦରଥାନା ଅର୍ନ୍ତଗତ ଉତ୍ତରକଣା ଗାଁରେ ଯୁବକଙ୍କୁ ହତ୍ୟା ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ  କରିଛି। ମୃତ ଯୁବକ ହେଲେ ଉତ୍ତରକଣାର ମେରୁ ପ୍ରଧାନ। ମେରୁକୁ ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ମୃତଶରୀରକୁ ବନ୍ଧ ତଳକୁ ଫୋପାଡି ଦେଇଥିଲେ। ଗତକାଲି ସନ୍ଧ୍ୟା ୬ଟା ୪୦ ମିନିଟ ସମୟରେ ମେରୁ ମଟର ସାଇକେଲ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ପୂର୍ବରୁ ଶତ୍ରୁତା ଥିବା ସେହି ଗାଁର ୩ ଜଣ ଯୁବକ ତାଙ୍କୁ ହତ୍ୟା କରିଥିବା ପରିବାରର ଲୋକ ଅଭିଯୋଗ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe