ଅଦ୍ୟତନ ହୋଇଛି
sevayat
Advertisment
ପୁରୀ: ପୁରୀରେ ମହିଳା କନଷ୍ଟେବଲଙ୍କୁ ଦୁର୍ବ୍ୟବହାର ମାମଲାରେ ଶ୍ରୀମନ୍ଦିର ସେବାୟତ ରଘୁ ଖୁଣ୍ଟିଆଙ୍କୁ ସିଂହଦ୍ୱାରା ପୋଲିସ୍ ଆଜି ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ।
Advertisment
ଗତ ଫେବୃଆରୀ୨୮ରେ ମନ୍ଦିର ପରିସରରେ ରଘୁ ଖୁଣ୍ଟିଆ ଜଣେ ମହିଳା କନଷ୍ଟେବଳଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।
୨୦୦୯ ଓ ୨୦୧୧ ମସିହାର ରଘୁ ଖୁଣ୍ଟିଆଙ୍କ ନାଁରେ ଥାନାରେ ଦୁଇଟି ମାମଲା ରହିଛି ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/04/sevayat.jpg)