Advertisment

ପୁରୀ ସିଦ୍ଧ ମହାବୀରପାଟଣା ଅଞ୍ଚଳରୁ ଖପୁରୀ ଘଟଣା: ନିଜ ଆଡୁ ମାମଲା ରୁଜୁ କଲା ପୋଲିସ

ପୁରୀ: ପୁରୀ ସିଦ୍ଧ ମହାବୀରପାଟଣା ଅଞ୍ଚଳରୁ ୨୭ଟି ଖପୁରୀ ଜବତ ଘଟଣାରେ ଛାନଭିନ୍ ଜାରି ରଖିଛି ପୋଲିସ୍। ଏହି ଘଟଣାରେ ଆଜି କୁମ୍ଭାରପଡ଼ା ପୋଲିସ୍ ଖପୁରୀ ରଖିଥିବା ମନୁ ବାବାଙ୍କ ପୁରୀ ଓ ବ୍ରହ୍ମଗିରି ଘରେ ଖାନତଲାସ୍ କରିଛି। ଏହାସହ ଏହି ଘଟଣାରେ ପୋଲିସ ନିଜ ଆଡୁ ଏକ ମାମଲା ଦାଏର କରିଛି। ସେପଟେ ଜବତ ଖପୁରୀଗୁଡ଼ିକୁ ପରୀକ୍ଷା ଲାଗି ଆସନ୍ତାକାଲି କଟକସ୍ଥିତ ଏଫ୍ଏମଟି ଲ୍ୟାବକୁ ପରୀକ୍ଷା ଲାଗି ପଠାଯିବ। ପରୀକ୍ଷା ପରେ ଖପୁରୀଗୁଡ଼ିକ ପୁରୁଷ କି […]

ପୁରୀ ସିଦ୍ଧ ମହାବୀରପାଟଣା ଅଞ୍ଚଳରୁ ଖପୁରୀ ଘଟଣା: ନିଜ ଆଡୁ ମାମଲା ରୁଜୁ କଲା ପୋଲିସ

khapuri

Advertisment

ପୁରୀ: ପୁରୀ ସିଦ୍ଧ ମହାବୀରପାଟଣା ଅଞ୍ଚଳରୁ ୨୭ଟି ଖପୁରୀ ଜବତ ଘଟଣାରେ ଛାନଭିନ୍ ଜାରି ରଖିଛି ପୋଲିସ୍। ଏହି ଘଟଣାରେ ଆଜି କୁମ୍ଭାରପଡ଼ା ପୋଲିସ୍ ଖପୁରୀ ରଖିଥିବା ମନୁ ବାବାଙ୍କ ପୁରୀ ଓ ବ୍ରହ୍ମଗିରି ଘରେ ଖାନତଲାସ୍ କରିଛି। ଏହାସହ ଏହି ଘଟଣାରେ ପୋଲିସ ନିଜ ଆଡୁ ଏକ ମାମଲା ଦାଏର କରିଛି। ସେପଟେ ଜବତ ଖପୁରୀଗୁଡ଼ିକୁ ପରୀକ୍ଷା ଲାଗି ଆସନ୍ତାକାଲି କଟକସ୍ଥିତ ଏଫ୍ଏମଟି ଲ୍ୟାବକୁ ପରୀକ୍ଷା ଲାଗି ପଠାଯିବ। ପରୀକ୍ଷା ପରେ ଖପୁରୀଗୁଡ଼ିକ ପୁରୁଷ କି ମହିଳାଙ୍କର ଜଣାପଡ଼ିବ ବୋଲି ପୋଲିସ କହିଛି । ଘରେ ଖପୁରୀ ରଖିଥିବା ମନୋରଞ୍ଜନ ଜେନା ଓରଫ୍ ମନୁ ବାବା ନିଜକୁ ଓଏନଜିସିର ଇଞ୍ଜିନିୟର କହୁଥିବା ବେଳେ ସେ ନେଇ ମଧ୍ୟ ପୋଲିସ ଖୋଳତାଡ଼ ଜାରି ରଖିଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe