/odisha-reporter/media/post_attachments/uploads/2015/09/54778.jpg)
puri
ପୁରୀ:ପୁରୀ ଶ୍ରୀମନ୍ଦିରରେ ଆଜି ସେବାୟତ-ଭକ୍ତ ମଧ୍ୟରେ ହୋଇଛି ଠେଲାପେଲା। ସାହଣମେଲା ଦର୍ଶନବେଳେ ଧୁଗୁଡ଼ି ଦ୍ୱାର ନିକଟରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି। ସେବାୟତ ମାଡ଼ ମାରିଥିବା ନେଇ ଭୁବନେଶ୍ୱରର ଜଣେ ବ୍ୟକ୍ତି ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି। ସିଂହଦ୍ୱାର ଥାନା ଅଧିକାରୀ ଘଟଣାର ଯାଞ୍ଚ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
