ରାଜଧାନୀରେ ବେଆଇନ ଭାବେ ଚାଲିଥିବା ଡାଇବେଟିସ କ୍ଲିନକ ସିଲ୍

ଭୁବନେଶ୍ୱର: ରାଜଧାନୀରେ ଚାଲିଥିବା ଏକ ବେଆଇନ୍ ଘରୋଇ ଡାଇବେଟିସ କ୍ଲିନିକକୁ ଡିଏମଟି କର୍ତ୍ତୃପକ୍ଷ ଚଢାଉ କରି ସିଲ୍ କରିଦେଇଛନ୍ତି। ଏହି ବେଆଇନ କ୍ଲିନିକଟି ଜୟଦେବ ବିହାର ଛକରେ ଚାଲିଥିଲା। କ୍ଲିନିକ୍ ମାଲିକ ଡାକ୍ତର ନ ହୋଇ ମଧ୍ୟ ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି। ଏହାସହ ଆଇନ ଅନୁସାରେ କ୍ଲିନିକକୁ ପଞ୍ଜିକୃତ ହୋଇ ନ ଥିବା, ଭିତ୍ତିଭୂମି ନ ଥାଇ ଚିକିତ୍ସା ଚାଲୁଥିବା ଅଭିଯୋଗ ହୋଇଛି। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ, କାଗଜପତ୍ର ଜବତ କରାଯାଇଛି। ତେବେ କ୍ଲିନିକ୍ […]

bbsr

bbsr

Rakesh Mallick
  • Published: Tuesday, 03 November 2015
  • Updated: 03 November 2015, 09:18 AM IST

Sports

Latest News

ଭୁବନେଶ୍ୱର: ରାଜଧାନୀରେ ଚାଲିଥିବା ଏକ ବେଆଇନ୍ ଘରୋଇ ଡାଇବେଟିସ କ୍ଲିନିକକୁ ଡିଏମଟି କର୍ତ୍ତୃପକ୍ଷ ଚଢାଉ କରି ସିଲ୍ କରିଦେଇଛନ୍ତି। ଏହି ବେଆଇନ କ୍ଲିନିକଟି ଜୟଦେବ ବିହାର ଛକରେ ଚାଲିଥିଲା। କ୍ଲିନିକ୍ ମାଲିକ ଡାକ୍ତର ନ ହୋଇ ମଧ୍ୟ ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି। ଏହାସହ ଆଇନ ଅନୁସାରେ କ୍ଲିନିକକୁ ପଞ୍ଜିକୃତ ହୋଇ ନ ଥିବା, ଭିତ୍ତିଭୂମି ନ ଥାଇ ଚିକିତ୍ସା ଚାଲୁଥିବା ଅଭିଯୋଗ ହୋଇଛି। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ, କାଗଜପତ୍ର ଜବତ କରାଯାଇଛି। ତେବେ କ୍ଲିନିକ୍ କର୍ତ୍ତୃପକ୍ଷ ଫେରାର ହୋଇ ଯାଇଛନ୍ତି। ଚଢ଼ାଉ ବେଳେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ଡିଏମ୍ଇଟି କର୍ତ୍ତୃପକ୍ଷ ଓ ପୋଲିସ୍ କର୍ମଚାରୀ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story