ମିଛଟାରେ କାନ୍ଦୁଥିଲେ ମହିଳା, ମେଡିକାଲ୍‌ରୁ ଚୋରି ହୋଇନି ପିଲା!

ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଜଗଦୀଶ ଚନ୍ଦ୍ର ଜେନା କହିଛନ୍ତି, ମେଡ଼ିକାଲ୍‌ରେ ଲାଗିଥିବା ସିସି ତଥ୍ୟ ଅନୁସାରେ ଛୁଆ ଚୋରି ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ମହିଳାଙ୍କ ଅଭିଯୋଗର କୌଣସି ସତ୍ୟତା ନାହିଁ।

Nayagarh PhotoOR

ଅଭିଯୋଗ ଆଣିଥିବା ମହିଳା

Manoranjan Sial
  • Published: Saturday, 30 November 2024
  • Updated: 30 November 2024, 05:23 PM IST

Sports

Latest News

ନବଜାତର ଶିଶୁ ପୁତ୍ରଙ୍କ ଫଟୋ ଦେଖାଉଛନ୍ତି। ଆଉ ବୁକୁ ଫଟାଇ କାନ୍ଦୁଛନ୍ତି। କହୁଛନ୍ତି, ମୋ’ ପୁଅ ଚୋରି ହୋଇଯାଇଛି। ମୋ ପୁଅକୁ ମୋତେ ଦିଅ ବୋଲି କହି କାନ୍ଦୁଛନ୍ତି। ହେଲେ ତଦନ୍ତ ପରେ ଜଣାପଡ଼ିଛି, ମହିଳାଙ୍କ କାନ୍ଦ ମିଛ ଓ ତାଙ୍କ ଅଭିଯୋଗରେ ସତ୍ୟତା ନାହିଁ। ଆଜି ଦିନ ତମାମ ନୟାଗଡ଼ରେ ହଇଚଇ ସୃଷ୍ଟି କରିଥିବା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମେଡ଼ିକାଲ୍‌ ଅଧିକ୍ଷକ। ମେଡିକାଲରେ ମହିଳାଙ୍କ ପ୍ରସବ ହୋଇନଥିବା ମେଡ଼ିକାଲ୍‌ ଅଧିକ୍ଷକ କହିଛନ୍ତି। ସେପଟେ ଏସ୍‌ଡିପିଓ ମଧ୍ୟ ପିଲା ଚୋରି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଅଭିଯୋଗରୁ ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ାଙ୍କ ପତ୍ନୀ ସୁଧୀସ୍ମିତା ଗର୍ଭବତୀ ଥିଲେ। ସେ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ସ୍ୱାମୀ ତାଙ୍କୁ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆଜି ସକାଳେ ତାଙ୍କୁ ଓଟିକୁ ନିଆଯାଇଥିଲା। ସେଠାରେ ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା। ପରବର୍ତ୍ତୀ ସମୟରେ ଶିଶୁ ପୁତ୍ର ଚୋରି ହୋଇଥିବା ସୁଧୀସ୍ମିତା ଅଭିଯୋଗ କରିଥିଲେ।

Also Read

ପିଲା ଚୋରି ନେଇ ସୁଧୀସ୍ମିତାଙ୍କ ଅଭିଯୋଗ ପରେ ମେଡ଼ିକାଲ୍‌ରେ ଆଲୋଡନ ଖେଳି ଯାଇଥିଲା। ଏସ୍‌ପିଓ ସୁଦର୍ଶନ ଗଙ୍ଗୋଇ ମେଡ଼ିକାଲ୍‌ରେ ପହଞ୍ଚି ତନାଘନା କରିଥିଲେ। ମେଡ଼ିକାଲ୍‌ରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲେ। ସିସିଟିଭି ଯାଞ୍ଚ ବେଳେ ପିଲା ହୋଇଥିବା ନେଇ କୌଣସି ପ୍ରମାଣ ମିଳିନଥିଲା। ଅଭିଯୋଗ ଆଣିଥିବା ସୁଧୀସ୍ମିତା ମେଡ଼ିକାଲ୍‌ରେ ଆଡ୍‌ମିଟ୍‌ ହୋଇନଥିବା ଜଣାପଡ଼ିଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି, ଜଣେ ଯଦି ମେଡ଼ିକାଲ୍‌ରେ ଆଡ୍‌ମିଟ୍‌ ହୋଇନି, ତାହାହେଲେ ଓଟିରେ ପ୍ରସବ କଲେ କେମିତି?

ତେବେ ଏନେଇ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଜଗଦୀଶ ଚନ୍ଦ୍ର ଜେନା କହିଛନ୍ତି, ମେଡ଼ିକାଲ୍‌ରେ ଲାଗିଥିବା ସିସି ତଥ୍ୟ ଅନୁସାରେ ଛୁଆ ଚୋରି ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ମହିଳାଙ୍କ ଅଭିଯୋଗର କୌଣସି ସତ୍ୟତା ନାହିଁ। ମହିଳା ଜଣକ ୯ଟା ୩୯ ମିନିଟ୍‌ରେ ମେଡ଼ିକାଲ୍‌ରେ ପ୍ରବେଶ କରିଥିଲେ। ମେଡ଼ିକାଲ୍‌ ଲବିରେ ୨୦ ମିନିଟ୍‌ ଧରି ବସିଥିଲେ। ୯ ଟା ୫୯ ମିନିଟ୍‌ରେ ସେମାନେ ସିଡିରେ ପ୍ରଥମ ମହଲାକୁ ଯାଇଥିଲେ। ସେଠାରେ ଲେବର ରୁମ୍‌ ଆଗରେ ପ୍ରାୟ ୨୦ରୁ ୨୫ ମିନିଟ୍‌ ଧରି ବସି ଥିଲେ। ପରେ ଗ୍ରାଉଣ୍ଟ ଫ୍ଲୋରକୁ ଫେରି ଆସିଥିଲେ। ତା’ପରେ ବାଥ୍‌ ରୁମ୍‌ ଭିତରକୁ ଯାଇଥିଲେ। ପ୍ରାୟ ୧୦ଟା ୨୫ ମିନିଟ୍‌ରେ ବାଥ୍‌ ରୁମ୍‌ରୁ ବାହାରି ଛୁଆ ଚୋରି ହୋଇଥିବା ଅଭିଯୋଗ କରିଥିଲେ। ମହିଳା ଜଣକ ଲେବର ରୁମ୍‌ରେ ପଶି ନାହାନ୍ତି। ସେ ଓପିଡି ଟିକଟ ନେଇନାହାନ୍ତି କି କୌଣସି ଡାକ୍ତରଙ୍କ ପରାମର୍ଶ ନେଇନାହାନ୍ତି। ଏ ସବୁ ତଥ୍ୟ ସିସିଟିଭିରେ କଏଦ ହୋଇଛି ବୋଲି ମେଡ଼ିକାଲ୍‌ ଅଧିକ୍ଷକ କହିଛନ୍ତି। ଏନେଇ ଆମେ ଥାନାରେ ଏଫ୍‌ଆଇଆର୍‌ ଦେବୁ ବୋଲି ସେ କହିଛନ୍ତି।

SDPO ମଧ୍ୟ କହିଛନ୍ତି ଯେ, ସିସିଟିଭି ଫୁଟେଜରୁ ଜଣାପଡ଼ୁଛି ଏଠାରେ ଡେଲିଭରି ହୋଇନି।

ରିପୋର୍ଟ-ନୟାଗଡ଼ରୁ ଜୟେନ୍ଦ୍ର ବେହେରା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story