Advertisment

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ହଷ୍ଟେଲ ନିକଟରେ ବୋମାମାଡ, ଦୁର୍ବୃତ୍ତ ଫେରାର

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବିଭିନ୍ନ କଲେଜରେ ହିଂସା ଦେଖିବାକୁ ମିଳିଛି। ରାଜଧାନୀର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ହଷ୍ଟେଲ୍ ନିକଟରେ ବୋମାମାଡ଼ ହୋଇଛି। କେହି ଦୁର୍ବୃତ୍ତ ହେଷ୍ଟଲରେ ୨ଟି ବୋମା ମାଡ଼ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି। ଗତକାଲି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହୋଇଥିଲା। ଆଜି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଛାତ୍ର ସଂସଦ ନିର୍ବାଚନ ବୋମାମାଡ଼ର କାରଣ ହୋଇଥାଇପାରେ ବୋଲି ସନ୍ଦେହ […]

author-image
Rakesh Mallick
ଅଦ୍ୟତନ ହୋଇଛି
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ହଷ୍ଟେଲ ନିକଟରେ ବୋମାମାଡ, ଦୁର୍ବୃତ୍ତ ଫେରାର

ramadabi collage

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବିଭିନ୍ନ କଲେଜରେ ହିଂସା ଦେଖିବାକୁ ମିଳିଛି। ରାଜଧାନୀର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ହଷ୍ଟେଲ୍ ନିକଟରେ ବୋମାମାଡ଼ ହୋଇଛି। କେହି ଦୁର୍ବୃତ୍ତ ହେଷ୍ଟଲରେ ୨ଟି ବୋମା ମାଡ଼ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।
ଗତକାଲି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହୋଇଥିଲା। ଆଜି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଛାତ୍ର ସଂସଦ ନିର୍ବାଚନ ବୋମାମାଡ଼ର କାରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ବୋମାମାଡ଼ର କାରଣ ଏଯାଏଁ ସ୍ପଷ୍ଟ ହୋଇନି। ପୋଲିସ ବୋମାମାଡ଼ କରିଥିବା ଦୁର୍ବୃତ୍ତଙ୍କୁ ଖୋଜୁଛି।

Advertisment