ଗାଁ ସାଥୀକୁ ଖୋଜୁଛି ପୁଲିସ୍‌

ଗାଁ ସାଥୀ ଦୁଷ୍କର୍ମ କରିବା ସମ୍ପର୍କରେ ନାବାଳିକାଙ୍କ ପରିବାର ଲୋକେ ଗ୍ରାମ ମୁଖିଆଙ୍କୁ କହିଥିଲେ। ଏହା ପରେ ଗାଁରେ ବୈଠକ ବସିଥିଲା। ଆଜି ପରିବାର ଲୋକେ ଲରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Rape Attempt

Representational Image

Manoranjan Sial
  • Published: Wednesday, 29 November 2023
  • Updated: 29 November 2023, 05:16 PM IST

Sports

Latest News

ଗାଁ ସାଥୀକୁ ଖୋଜୁଛି ପୁଲିସ୍‌। କାରଣ ତା’ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିଛି। ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅଞ୍ଚଳରୁ ଆସିଛି।

ଗାଁ ସାଥୀ ଭାବେ କାମ କରୁଥିବା ଜଣେ ଯୁବକ ଏକ ଗ୍ରାମକୁ ଯାଇଥିଲେ। ସେହି ସମୟରେ କିଛି ପିଲା ଗାଁ ଦାଣ୍ଡରେ ଖେଳୁଥିଲେ। ସେ ଜଣେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଜଣେ କୁନି ଝିଅକୁ ବିଭିନ୍ନ ବାହାନା କରି ଡାକି ନେଇଥିଲା। ପରେ ତାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। କୁନି ଝିଅ ଜଣଙ୍କ କାନ୍ଦି କାନ୍ଦି ଆସି ନିଜ ମାଆଙ୍କୁ ଘଟଣା ସମ୍ପର୍କରେ କହିଥିଲେ।

Also Read

ଗାଁ ସାଥୀ ଦୁଷ୍କର୍ମ କରିବା ସମ୍ପର୍କରେ ନାବାଳିକାଙ୍କ ପରିବାର ଲୋକେ ଗ୍ରାମ ମୁଖିଆଙ୍କୁ କହିଥିଲେ। ଏହା ପରେ ଗାଁରେ ବୈଠକ ବସିଥିଲା। ଆଜି ପରିବାର ଲୋକେ ଲରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ମାମଲା ଥାନାକୁ ଯାଇଥିବା ସମ୍ପର୍କରେ ଜାଣିପାରି ଗାଁ ସାଥୀ ଜଣକ ଫେରାର ହୋଇଯାଇଛି। ତାକୁ ଧରିବା ପାଇଁ ଉଦ୍ୟମ ଚଳାଇଛି।

ରିପୋର୍ଟ- ପାଟଣାଗଡ଼ରୁ କରୁଣାକର ବୁଡେକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story