jspur
Advertisment
ଜଗତସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ବଳରାମପୁର ପଞ୍ଚାୟତ ସିଙ୍ଗିପୁର ଗାଁରୁ ପୋଲିସ ରାତିଅଧିଆ ଚଢାଉ କରି ଜଣେ ଇଞ୍ଜିନିୟରିଂ ଛାତ୍ରକୁ ଉଠାଇ ଆଣି ଥାନାରେ ଅଟକ ରଖିଛି। ପୂର୍ବରୁ ବାପିଙ୍କ ନାମରେ କୌଣସି ଅଭିଯୋଗ ନ ଥିବା ବେଳେ ଏପରି ତାଙ୍କୁ ଉଠାଇ ନେବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛଇ । ଏହାର ପ୍ରତିବାଦରେ ରବିବାର ବଳରାପୁର ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଘଟଣାସ୍ଥଳରେ ଏସଡିପିଓ ପହଞ୍ଚି ବୁଝାଶୁଝା କରିବା ସହ ବାପିକୁ ଛାଡିବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/09/vlcsnap-2015-09-20-21h20m01s913.png)