ରାୟଗଡା: ନିର୍ବାହୀ ଅଧିକାରୀଙ୍କ ଠାରୁ ୧ଲକ୍ଷ ୩୪ହଜାର ଲୁଟ୍ ଅଭିଯୋଗ

ରାୟଗଡା: ରାୟଗଡ଼ାରେ ଜିଲ୍ଲାର ଚାଟିକଣା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କଠାରୁ ୧ଲକ୍ଷ ୩୪ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ନିର୍ବାହୀ ଅଧିକାରୀ ଭତ୍ତା ବାଣ୍ଟିବାକୁ ଏହି ଟଙ୍କା ନେଇ ଯାଉଥିଲେ। ଏହି ସମୟରେ ୪ଜଣ ଦୁର୍ବୃତ୍ତ ତାଙ୍କଠାରୁ ଟଙ୍କା ଲୁଟ୍ କରି ଫେରାର ହୋଇ ଯାଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

rayagarda

rayagarda

Rakesh Mallick
  • Published: Thursday, 15 October 2015
  • Updated: 15 October 2015, 05:43 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story