Advertisment

ରାୟଗଡା: ସର୍ଭିସ ବନ୍ଧୁକରୁ ଗୁଳି ମାରି ସିକ୍ୟୁରିଟି ଗାର୍ଡଙ୍କ ଆତ୍ମହତ୍ୟା

ରାୟଗଡା: ରାୟଗଡା ଭାରତୀୟ ଷ୍ଟେଟବ୍ୟାଙ୍କର ମୁଖ୍ୟ ଶାଖା କାର୍ଯ୍ୟାଳୟରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ସୋମବାର ନିଜ ସର୍ଭିସ ବନ୍ଧୁକରୁ ଗୁଳିକରି  ଆତ୍ମହତ୍ୟା କରିଛନ୍ତି। ବ୍ୟାଙ୍କରେ କାରବାର ଚାଲୁଥିବା ସମୟରେ ସିକ୍ୟୁରିଟି ଗାର୍ଡ ଗଜେନ୍ଦ୍ର ଧଡ ନିଜ ବନ୍ଧୁକରୁ ମୁଣ୍ଡରେ ଗୁଳିଫୁଟାଇ ଆତ୍ମହତ୍ୟା କରିଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବରପାଇ ରାୟଗଡା ପୋଲିସ ବ୍ୟାଙ୍କରେ ପହଞ୍ଚି ଶବ ଜବତ କରିବାସହ ତଦନ୍ତ ଆରମ୍ଭ କରିଛି। ତେବେ ଆତ୍ମହତ୍ୟାର କାରଣ ଏ ଯାଏଁ ଜଣାପଡି ନ […]

ରାୟଗଡା: ସର୍ଭିସ ବନ୍ଧୁକରୁ ଗୁଳି ମାରି ସିକ୍ୟୁରିଟି ଗାର୍ଡଙ୍କ ଆତ୍ମହତ୍ୟା

rayagada

Advertisment

ରାୟଗଡା: ରାୟଗଡା ଭାରତୀୟ ଷ୍ଟେଟବ୍ୟାଙ୍କର ମୁଖ୍ୟ ଶାଖା କାର୍ଯ୍ୟାଳୟରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ସୋମବାର ନିଜ ସର୍ଭିସ ବନ୍ଧୁକରୁ ଗୁଳିକରି  ଆତ୍ମହତ୍ୟା କରିଛନ୍ତି। ବ୍ୟାଙ୍କରେ କାରବାର ଚାଲୁଥିବା ସମୟରେ ସିକ୍ୟୁରିଟି ଗାର୍ଡ ଗଜେନ୍ଦ୍ର ଧଡ ନିଜ ବନ୍ଧୁକରୁ ମୁଣ୍ଡରେ ଗୁଳିଫୁଟାଇ ଆତ୍ମହତ୍ୟା କରିଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

Advertisment

ଖବରପାଇ ରାୟଗଡା ପୋଲିସ ବ୍ୟାଙ୍କରେ ପହଞ୍ଚି ଶବ ଜବତ କରିବାସହ ତଦନ୍ତ ଆରମ୍ଭ କରିଛି। ତେବେ ଆତ୍ମହତ୍ୟାର କାରଣ ଏ ଯାଏଁ ଜଣାପଡି ନ ଥିବା ପୋଲିସ କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe