Advertisment

ଗୁମର ଖୋଲିବ ନାଲି ଡାଏରୀ !

ଗୁମର ଖୋଲିବ ନାଲି ଡାଏରୀ ! ଏହାରି ଭିତରେ ଏକ ରୋଚକ ତଥ୍ୟକୁ ନେଇ ବଲାଙ୍ଗୀର ସମେତ ପଶ୍ଚିମ ଓଡିଶାରେ ବେଶ ଚର୍ଚ୍ଚା।

author-image
Manoj Swain

ଗୁମର ଖୋଲିବ ନାଲି ଡାଏରୀ ! ଏହାରି ଭିତରେ ଏକ ରୋଚକ ତଥ୍ୟକୁ ନେଇ ବଲାଙ୍ଗିର ସମେତ ପଶ୍ଚିମ ଓଡିଶାରେ ବେଶ ଚର୍ଚ୍ଚା ଲାଗିରହିଛି। ଜଣେ ମନ୍ତ୍ରୀ କୁଆଡେ ମଦ କମ୍ପାନୀର ଗାଡି ଚଢୁଥିଲେ। ଏହାଛଡା ମିଳିଥିବା ଏକ ନାଲି ଡାଏରୀରେ ମାଳମାଳ ନେତାଙ୍କ ନାଁ ଥିବା କୁହାଯାଉଛି। ଚର୍ଚ୍ଚା ହେଉଛି ଦୀପକ ସାହୁଙ୍କ ମଦ କମ୍ପାନୀ ଏହି ନାଲି ଡାଏରୀ ବ୍ୟବହାର କରୁଥିଲେ।

Advertisment
Odisha Balangir IT Raid