ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ଆର୍ଆଇ। ତାଙ୍କ ବରୁଣ ଜେନା। ଢେଙ୍କାନାଳ ସଦର ଆରଆଇ ଅଫିସରେ ସେ ନିଯୁକ୍ତ ହୋଇଛନ୍ତି। ତାଙ୍କ ସହିତ ବଳରାମ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ।
ଜମିର କିସମ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ ଆରଆଇ ବରୁଣ ଜେନା। ଏନେଇ ଉକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।
Also Read
ଯୋଜନା ପ୍ରକାରେ ଅଭିଯୋଗକାରୀ ଆଜି ସେ ବଳରାମ ସାହୁଙ୍କ ମାଧ୍ୟମରେ ଆରଆଇ ବରୁଣ ଜେନାଙ୍କୁ ୩୦ହଜାର ଟଙ୍କାର ଲାଞ୍ଚ ଅର୍ଥ ଦେଇଥିଲେ। ସେମାନେ ଏହି ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ସେମାନଙ୍କୁ ଧରିଥିଲା।
ଭିଜିଲାନ୍ସ ପକ୍ଷରୁ ଏହି ଘଟଣାର ଅଧିକ ତଦନ୍ତ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପୂଜା ପୂର୍ବରୁ ଉତ୍ପାତ କଲେ ମଦୁଆ; ଅଟୋ ଡ୍ରାଇଭରଙ୍କ ବେକ କାଟି ଦେଲେ
ଆଜି ସନ୍ଧ୍ୟା ବେଳେ ମଧୁପାଟଣା ଛକରେ ଯାତ୍ରୀଙ୍କୁ ଅପେକ୍ଷା କରିଥିଲେ ଅଟୋ ଚାଳକ। ଠିକ୍ ସେତିକି ବେଳେ ୨ ଜଣ ମଦୁଆ ସେଠାରେ ପହଞ୍ଚି ଥିଲେ। ଅଟୋ ପାର୍କିଂକୁ ନେଇ ଚାଳକଙ୍କ ସହିତ ସେମାନେ ଯୁକ୍ତିତର୍କ କରିଥିଲେ।
Crime
ଦୁଇ ଭାଇଙ୍କୁ ଆରପିଏଫର ଥାର୍ଡ ଡିଗ୍ରୀ !
ଏକ ଚୋରି ଘଟଣାରେ ବିମଳାଗଡ଼ ଆରପିଏଫ ସନ୍ଦେହରେ ଦୁଇ ଜଣ ଯୁବକଙ୍କୁ ଘରୁ ଉଠାଇ ନେଇ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
Crime
'୧୨ ବର୍ଷ ହେଲା ହଇରାଣ କରୁଛି..', ପ୍ରେମିକ ଉପରେ ଏସିଡ୍ ପକାଇଲେ ପ୍ରେମିକା
ବିବାହ କରିଥିଲେ ବି ବିବେକ ନାମକ ଜଣେ ଯୁବକ ସହ ପ୍ରେମ ସମ୍ପର୍କ ରଖିଥିଲେ ବର୍ଷା।
Crime
ବାପା ହତ୍ୟାର ବଦଲା ନେଲା ପୁଅ
ବାପାଙ୍କୁ ହତ୍ୟା କରିଥିବା ବ୍ୟକ୍ତି ଉପରେ ସେ ଦୀର୍ଘ ୨୨ ବର୍ଷ ପରେ ଗାଡ଼ି ମଡ଼ାଇ ହତ୍ୟା କରିଛନ୍ତି।
Crime
ବାହାଘର ଠିକ୍ ହେଲା ବୋଲି ଧରମ ଭଉଣୀର ବେକ କାଟିଦେଲେ!
ଗତ ୪ ତାରିଖ ଶୁକ୍ରବାର ପୂର୍ବାହ୍ନରେ ମାଳତୀ ଘରେ ଏକାକୀ ଥିଲେ। ସାନ ଭଉଣୀ କଲେଜ ଯାଇଥିବା ପରିବାର ଲୋକ ଅନ୍ୟ କାମରେ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ମାଳତୀଙ୍କ ଘରକୁ ଆସିଥିଲେ ଅଜୟ।