Advertisment

ରାଉରକେଲା ସହରରେ ସତରେ କଣ ଭୁଶୁଡ଼ି ପଡିଛି ଆଇନ ଶୃଙ୍ଖଳା ?

ଗତ ୨୧ ତାରିଖ ସନ୍ଧ୍ୟାରେ ଦୁଇ ନାବାଳିକା ଭଉଣୀ ବଜାରକୁ ଯିବା ସମୟରେ ୩ଜଣ ଯୁବକ ଉଠାଇ ନେଇ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା।

Advertisment

ଅପରାଧୀଙ୍କ ଚରାଭୁଇଁ ପାଲଟିଛି ରାଉରକେଲା ସହର । ଦିନଦ୍ୱିପ୍ରହର ହେଉ କିମ୍ବା ସନ୍ଧ୍ୟା ଘଟାଉଛନ୍ତି ଜଘନ୍ୟ କାଣ୍ଡ। ଦୁଷ୍କର୍ମ, ଦୁର୍ବ୍ୟବହାର ଏବଂ ହତ୍ୟା ଭଳି ଘଟଣା ଯେମିତି ନିତିଦିନିଆ ହୋଇଗଲାଣି । ଗତ ୫ ଦିନରେ ୫ଟି ବଡ଼ ଘଟଣା ଇସ୍ପାତ ନଗରୀ ପାଇଁ କଳଙ୍କ ଆଣି ଦେଇଛି। ଆଉ ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତ ୨୧ ତାରିଖ ସନ୍ଧ୍ୟାରେ ଦୁଇ ନାବାଳିକା ଭଉଣୀ ବଜାରକୁ ଯିବା ସମୟରେ ୩ଜଣ ଯୁବକ ଉଠାଇ ନେଇ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Rourkela
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe