କଳା ଟଙ୍କାରେ ବିଦେଶ ବୁଲୁଥିଲେ, ଏବେ କରିବେ କଣ..? | Odisha Reporter
କଳା ଟଙ୍କାରେ ବିଦେଶ ବୁଲୁଥିଲେ, ଏବେ କରିବେ କଣ?
ଶିକ୍ଷକତା କରୁଥିଲେ। ହେଲେ କୋଟିପତି ହେବାର ସ୍ୱପ୍ନ ଆଗରେ ସତେ ଯେମିତି ସବୁକିଛିକୁ ଭୁଲି ଯାଇଥିଲେ। ଚାକିରି ଆଶାୟୀଙ୍କୁ ପରୀକ୍ଷାରେ ପାସ୍ କରାଇ ଆଦାୟ କରୁଥିଲେ ଲକ୍ଷ ଲକ୍ଷ ଟଙ୍କା। ଆଉ ସେହି ଟଙ୍କାରେ ବିମାନରେ ବସି ଦେଶ ବିଦେଶ ବୁଲୁଥିଲେ।
କଳା ଟଙ୍କାରେ ବିଦେଶ ବୁଲୁଥିଲେ, ଏବେ କରିବେ କଣ..? | Odisha Reporter
ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ!
Be the first to get exclusive offers and the latest news
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
