Advertisment

ଆପାର୍ଟମେଣ୍ଟରୁ ସିରିଜ ଚୋରି

ଗୋଟିଏ ରାତିରେ ୫ଟି ଫ୍ଲାଟରୁ ଆଲମିରା ଲକର ଭାଙ୍ଗି ସୁନାଗହଣା ଓ ଟଙ୍କା ଚୋରି ଅଭିଯୋଗ।

author-image
Manoj Swain

ଗତକାଲି ରାତିରେ ରାଜଧାନୀର ଗାଡ଼କଣ ସ୍ଥିତ ଏକ ଆପାର୍ଟମେଣ୍ଟରୁ ସିରିଜ ଚୋରି ଅଭିଯୋଗ। ଗୋଟିଏ ରାତିରେ ୫ଟି ଫ୍ଲାଟରୁ ଆଲମିରା ଲକର ଭାଙ୍ଗି ସୁନାଗହଣା ଓ ଟଙ୍କା ଚୋରି ଅଭିଯୋଗ।

Advertisment
Odisha Bhubaneswar Loot