Advertisment

ଆପାର୍ଟମେଣ୍ଟରେ କଳାକନା ବୁଲାଇଲେ ଲୁଟେରା

ଭୁବନେଶ୍ବରର ଏକ ଆପାର୍ଟମେଣ୍ଟରୁ ଲୁଟପାଟ ହେବା ପରେ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା।

author-image
Manoj Swain

ଭୁବନେଶ୍ବରର ଏକ ଆପାର୍ଟମେଣ୍ଟରୁ ଲୁଟପାଟ ହେବା ପରେ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା। ଆପାର୍ଟମେଣ୍ଟରେ ରହିଲେ ସମସ୍ତ ପ୍ରକାର ସୁବିଧା ସହ କଡ଼ା ସୁରକ୍ଷା ମିଳେ। କିନ୍ତୁ ଭୁବନେଶ୍ବରର ଇନ୍ଫୋସିଟି ଥାନାରୁ ମାତ୍ର 100 ମିଟର ଦୂରରେ ଥିବା ଏକ ଆପାର୍ଟମେଣ୍ଟରୁ ଲୁଟେରାମାନେ ଯେଉଁଭଳି ଲୁଟପାଟ କଲେ, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।

Advertisment
Odisha Bhubaneswar Loot