Advertisment

ଆପାର୍ଟମେଣ୍ଟରେ କଳାକନା ବୁଲାଇଲେ ଲୁଟେରା

ଭୁବନେଶ୍ବରର ଏକ ଆପାର୍ଟମେଣ୍ଟରୁ ଲୁଟପାଟ ହେବା ପରେ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା।

Advertisment

ଭୁବନେଶ୍ବରର ଏକ ଆପାର୍ଟମେଣ୍ଟରୁ ଲୁଟପାଟ ହେବା ପରେ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା। ଆପାର୍ଟମେଣ୍ଟରେ ରହିଲେ ସମସ୍ତ ପ୍ରକାର ସୁବିଧା ସହ କଡ଼ା ସୁରକ୍ଷା ମିଳେ। କିନ୍ତୁ ଭୁବନେଶ୍ବରର ଇନ୍ଫୋସିଟି ଥାନାରୁ ମାତ୍ର 100 ମିଟର ଦୂରରେ ଥିବା ଏକ ଆପାର୍ଟମେଣ୍ଟରୁ ଲୁଟେରାମାନେ ଯେଉଁଭଳି ଲୁଟପାଟ କଲେ, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।

Advertisment
Loot Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe