Advertisment

ଦୁଇ ଭାଇଙ୍କୁ ଆରପିଏଫର ଥାର୍ଡ ଡିଗ୍ରୀ !

ଏକ ଚୋରି ଘଟଣାରେ ବିମଳାଗଡ଼ ଆରପିଏଫ ସନ୍ଦେହରେ ଦୁଇ ଜଣ ଯୁବକଙ୍କୁ ଘରୁ ଉଠାଇ ନେଇ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

Advertisment

ଏକ ଚୋରି ଘଟଣାରେ ବିମଳାଗଡ଼ ଆରପିଏଫ ସନ୍ଦେହରେ ଦୁଇ ଜଣ ଯୁବକଙ୍କୁ ଘରୁ ଉଠାଇ ନେଇ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଦୁଇ ଭାଇ ଥାନାର ଦ୍ୱାରସ୍ଥ ହେବା ପରେ ଚିକିତ୍ସା ପାଇଁ କେ. ବଲାଙ୍ଗ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha RPF
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe