Advertisment

ଗରିବଙ୍କ ଚାଉଳ ଖାଇଗଲେ ସରକାରୀ ବାବୁ !

୨୦୨୩ ମସିହା ସରିନାହିଁ, କିନ୍ତୁ କାର୍ଡରେ ୨୦୨୪ ଅକ୍ଟୋବର ମାସ ପଯ୍ୟର୍ନ୍ତ ଚାଉଳ ଦିଆଯାଇଥିବା ନେଇ ଏଣ୍ଟ୍ରି ହୋଇ ସାରିଛି ।

Advertisment

ଗରିବଙ୍କ ପେଟକୁ ଲାତ। ବାବୁ ଖାଇଗଲେ ପିଡିଏସ୍ ଚାଉଳ । ବଲାଙ୍ଗିର ଜିଲ୍ଳା ଭଦ୍ରା ପଂଚାୟତରେ ପାଖାପାଖି ୫ଶହ କ୍ୱିଣ୍ଟାଲ ପିଡିଏସ୍ ଚାଉଳ ବାଟମାରଣା ହୋଇଥିବା ନେଇ RTIରେ ସାଂଘାତିକ ତଥ୍ୟ ମିଳିବା ପରେ ସୃଷ୍ଟି ହୋଇଛି ହଇଚଇ। ୨୦୨୩ ମସିହା ସରିନାହିଁ, କିନ୍ତୁ କାର୍ଡରେ ୨୦୨୪ ଅକ୍ଟୋବର ମାସ ପଯ୍ୟର୍ନ୍ତ ଚାଉଳ ଦିଆଯାଇଥିବା ନେଇ ଏଣ୍ଟ୍ରି ହୋଇ ସାରିଛି । 

Advertisment
Balangir Pds Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe