Advertisment

ପ୍ରେମିକା ଉପରେ ଚଢ଼ାଇ ଦେଲା କାର୍‌

କ୍ଷମତାଶାଳୀ ବାପାର ଜହ୍ଲାଦ ପୁଅ। ପ୍ରେମିକା ଉପରେ ଚଢ଼ାଇ ଦେଲା କାର୍‌। ନିଜ ବାପାଙ୍କ କ୍ଷମତାରେ ବଳିୟାନ ପୁଅ ଚଳାଇଲେ ଦବଙ୍ଗଗିରି । ଖୁଲମଖୁଲା ଯୁବକଜଣକ ନିଜ ପ୍ରେମିକାକୁ ନିର୍ମମ ଭାବେ ହତ୍ୟା ଉଦ୍ୟମ କରିବାକୁ ପଛାଇଲା ନାହିଁ।

author-image
Manoj Swain

କ୍ଷମତାଶାଳୀ ବାପାର ଜହ୍ଲାଦ ପୁଅ। ପ୍ରେମିକା ଉପରେ ଚଢ଼ାଇ ଦେଲା କାର୍‌। ନିଜ ବାପାଙ୍କ କ୍ଷମତାରେ ବଳିୟାନ ପୁଅ ଚଳାଇଲେ ଦବଙ୍ଗଗିରି । ଖୁଲମଖୁଲା ଯୁବକଜଣକ ନିଜ ପ୍ରେମିକାକୁ ନିର୍ମମ ଭାବେ ହତ୍ୟା ଉଦ୍ୟମ କରିବାକୁ ପଛାଇଲା ନାହିଁ। ଯୁବତୀଜଣକ ଏବେ ହସ୍ପିଟାଲ ବେଡରେ ଛଟପଟ ହେଉଛନ୍ତି। ତେବେ ଅଭିଯୁକ୍ତଜଣକ ହେଉଛନ୍ତି ମହାରାଷ୍ଟ୍ର ରାଜ୍ୟ ରାଜପଥ ଉନ୍ନତିକରଣ କର୍ପୋରେସନ (MSRDC)ର ଏମ୍‌ଡି ଅନୀଲ କୁମାର ଗାଏକୱାଡଙ୍କ ପୁଅ ଅଶ୍ୱଜିତ ଗାଏକୱାଡ । 

Advertisment
Murder Maharashtra