Advertisment

ସମ୍ୱଲପୁର: ସାଧୁଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ସମ୍ୱଲପୁର: ରେଢ଼ାଖୋଲ ଶିବ ମନ୍ଦିର ପରିସରରେ ଦୀର୍ଘଦିନ ଧରି ରହି ଆସୁଥିବା ଜଣେ ସାଧୁଙ୍କୁ ଜଣେ ସ୍ଥାନୀୟ ଯୁବକ ଟାଙ୍ଗିଆରେ ହାଣି ହତ୍ୟା କରିଛି। ଏହି ହତ୍ୟାକାଣ୍ଡ ପରେ ଯୁବକ ଜଣକ ନିଜେ ରେଢ଼ାଖୋଲ ଥାନାରେ ଆତ୍ମସମର୍ପଣ କରିଛି। ତେବେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ କହିଛି।

author-image
Rakesh Mallick
ଅଦ୍ୟତନ ହୋଇଛି
ସମ୍ୱଲପୁର: ସାଧୁଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

murder