Advertisment

ସାଲେପୁର ଆନନ୍ଦ ଆତ୍ମା ଆଶ୍ରମରେ ଯୁବକଙ୍କୁ ହତ୍ୟା ଘଟଣା: ଜାମିନ ଆବେଦନ ଖାରଜ, ଜେଲ ଗଲେ ଆତ୍ମା ବାବା

ସାଲେପୁର: କଟକ ଜିଲ୍ଲା ସାଲେପୁର ସ୍ଥିତ ରାମେଶ୍ୱର ଆନନ୍ଦଆତ୍ମା ଆଶ୍ରମରେ ଯୁବକଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୂକ୍ତ କୁହାଯାଉଥିବା ଆନନ୍ଦ ଆତ୍ମା ବାବା ଓରଫ୍ ଆଲୋକ ବିଷୋୟୀଙ୍କୁ ଆଜି ସାଲେପୁର ଜେଲକୁ ପଠାଇ ଦିଆଯାଇଛି। ଆଜି ଆତ୍ମା ବାବାଙ୍କର ଦୁଇ ଦିନିଆ ରିମାଣ୍ଡ ଆଜି ଶେଷ ହେବା ପରେ ତାଙ୍କୁ ସାଲେପୁର ଜେଏମଏଫସି କୋର୍ଟରେ ହାଜର କରିଥିଲା ପୋଲିସ୍। ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ପୋଲିସ୍ ତାଙ୍କୁ କୋର୍ଟରେ ହାଜର କରିଥିଲା। କୋର୍ଟ ବାବାଙ୍କ ଜାମିନ୍ […]

ସାଲେପୁର ଆନନ୍ଦ ଆତ୍ମା ଆଶ୍ରମରେ ଯୁବକଙ୍କୁ ହତ୍ୟା ଘଟଣା: ଜାମିନ ଆବେଦନ ଖାରଜ, ଜେଲ ଗଲେ ଆତ୍ମା ବାବା

anandatma

Advertisment

ସାଲେପୁର: କଟକ ଜିଲ୍ଲା ସାଲେପୁର ସ୍ଥିତ ରାମେଶ୍ୱର ଆନନ୍ଦଆତ୍ମା ଆଶ୍ରମରେ ଯୁବକଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୂକ୍ତ କୁହାଯାଉଥିବା ଆନନ୍ଦ ଆତ୍ମା ବାବା ଓରଫ୍ ଆଲୋକ ବିଷୋୟୀଙ୍କୁ ଆଜି ସାଲେପୁର ଜେଲକୁ ପଠାଇ ଦିଆଯାଇଛି। ଆଜି ଆତ୍ମା ବାବାଙ୍କର ଦୁଇ ଦିନିଆ ରିମାଣ୍ଡ ଆଜି ଶେଷ ହେବା ପରେ ତାଙ୍କୁ ସାଲେପୁର ଜେଏମଏଫସି କୋର୍ଟରେ ହାଜର କରିଥିଲା ପୋଲିସ୍। ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ପୋଲିସ୍ ତାଙ୍କୁ କୋର୍ଟରେ ହାଜର କରିଥିଲା। କୋର୍ଟ ବାବାଙ୍କ ଜାମିନ୍ ଆବେଦନ ଖାରଜ କରି ଦେଇଥିଲେ। ତା’ପରେ ତାଙ୍କୁ ସାଲେପୁର ଜେଲକୁ ପଠାଇ ଦିଆଯାଇଥିଲା। କୋର୍ଟ ପରିସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସାମ୍ନାରେ ଆଲୋକ ବାବା କହିଥିଲେ ଯେ ସେ ନିର୍ଦ୍ଦୋଷ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe