Advertisment

ସମ୍ବଲପୁର: ଗୋଟିଏ ପିସ୍ତଲ ଓ ୫ ରାଉଣ୍ଡ ଗୁଳି ଜବତ, ଜଣେ ଯୁବକ ଗିରଫ

ସମ୍ବଲପୁର: ସମ୍ୱଲପୁର  କ୍ଷେତରାଜପୁର ପୋଲିସ କ୍ରିଷ୍ଣାନଗର ଅଂଚଳରୁ ଜଣେ ଯୁବକକୁ ଗିରଫ କରିବା ସହ ତା’ ନିକଟରୁ ଗୋଟିଏ ପିସ୍ତଲ ଓ ୫ ରାଉଣ୍ଡ ଗୁଳି ଜବତ କରିଛି। ଏହି ଯୁବକଙ୍କ ନାଁ ଶନି କୁମ୍ଭାର। ତା’ ଘର ସମ୍ୱଲପୁର ସହରରେ। ଶନି ପୁର୍ବରୁ ବହୁ ଅପରାଧିକ ମାମଲାରେ ସଂପୃକ୍ତି ରହିଛି ବୋଲି ପୋଲିସ କହିଛି।  ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।  ସେ ଏହି ପିସ୍ତଲ କାହାଠାରୁ ଆଣିଛି , କେବେଠାରୁ ଆଣିଛି ଓ କେଉଁ […]

ଅଦ୍ୟତନ ହୋଇଛି
ସମ୍ବଲପୁର: ଗୋଟିଏ ପିସ୍ତଲ ଓ ୫ ରାଉଣ୍ଡ ଗୁଳି ଜବତ, ଜଣେ ଯୁବକ ଗିରଫ

shani

Advertisment

[caption id="attachment_29830" align="alignleft" width="193"]sbpଜବତ ଗୋଟିଏ ପିସ୍ତଲ ଓ ୫ ରାଉଣ୍ଡ ଗୁଳି ଜବତ[/caption]

Advertisment

ସମ୍ବଲପୁର: ସମ୍ୱଲପୁର  କ୍ଷେତରାଜପୁର ପୋଲିସ କ୍ରିଷ୍ଣାନଗର ଅଂଚଳରୁ ଜଣେ ଯୁବକକୁ ଗିରଫ କରିବା ସହ ତା’ ନିକଟରୁ ଗୋଟିଏ ପିସ୍ତଲ ଓ ୫ ରାଉଣ୍ଡ ଗୁଳି ଜବତ କରିଛି। ଏହି ଯୁବକଙ୍କ ନାଁ ଶନି କୁମ୍ଭାର। ତା’ ଘର ସମ୍ୱଲପୁର ସହରରେ। ଶନି ପୁର୍ବରୁ ବହୁ ଅପରାଧିକ ମାମଲାରେ ସଂପୃକ୍ତି ରହିଛି ବୋଲି ପୋଲିସ କହିଛି।  ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।  ସେ ଏହି ପିସ୍ତଲ କାହାଠାରୁ ଆଣିଛି , କେବେଠାରୁ ଆଣିଛି ଓ କେଉଁ ଉଦ୍ଦେଶ୍ୟରେ ଏହାକୁ ପାଖରେ ରଖିଥିଲା ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe