Advertisment

ସମ୍ୱଲପୁର: ନକଲି ମଦ ବ୍ୟବସାୟୀ ଗିରଫ, ୭୨ ଲିଟର ମଦ ଜବତ

ସମ୍ୱଲପୁର: ସମ୍ୱଲପୁର ଅବକାରୀ ବିଭାଗ ପକ୍ଷରୁ ଧନୁପାଲି ଅଞ୍ଚଳରୁ ଗୋପରଞ୍ଜନ ପଟ୍ଟନାୟକ ନାମକ ଜଣେ ନକଲି ମଦ ବ୍ୟବସାୟୀକୁ ଗିରଫ କରାଯାଇଛି। ଚଢାଉବେଳେ ଅଭିଯୁକ୍ତ ଗୋପଙ୍କ ନିକଟରୁ ୭୨ ଲିଟର ନକଲି ମଦ ଓ ମଦ ତିଆରି ସାମଗ୍ରୀ ସହ ଖାଲି ମଦ ବୋତଲ ଜବତ କରାଯାଇଛି। ଛତିଶଗଡ ଅଞ୍ଚଳରୁ ନକଲି ମଦ ଖୋଲାରେ ଆଣି ଅଭିଯୁକ୍ତ ଜଣଙ୍କ ସମ୍ୱଲପୁରରେ ବିକ୍ରି କରୁଥିଲା। ପୂର୍ବରୁ ମଧ୍ୟ ସମାନ ଅଭିଯୋଗରେ ଗୋପ ଧରାପଡି ଗିରଫ ହୋଇଥିଲା। ଗୁରୁବାର ପୁଣି […]

ସମ୍ୱଲପୁର: ନକଲି ମଦ ବ୍ୟବସାୟୀ ଗିରଫ, ୭୨ ଲିଟର ମଦ ଜବତ

mada byabasayi-samblpur

Advertisment

mada byabasayi-samblpurସମ୍ୱଲପୁର: ସମ୍ୱଲପୁର ଅବକାରୀ ବିଭାଗ ପକ୍ଷରୁ ଧନୁପାଲି ଅଞ୍ଚଳରୁ ଗୋପରଞ୍ଜନ ପଟ୍ଟନାୟକ ନାମକ ଜଣେ ନକଲି ମଦ ବ୍ୟବସାୟୀକୁ ଗିରଫ କରାଯାଇଛି। ଚଢାଉବେଳେ ଅଭିଯୁକ୍ତ ଗୋପଙ୍କ ନିକଟରୁ ୭୨ ଲିଟର ନକଲି ମଦ ଓ ମଦ ତିଆରି ସାମଗ୍ରୀ ସହ ଖାଲି ମଦ ବୋତଲ ଜବତ କରାଯାଇଛି। ଛତିଶଗଡ ଅଞ୍ଚଳରୁ ନକଲି ମଦ ଖୋଲାରେ ଆଣି ଅଭିଯୁକ୍ତ ଜଣଙ୍କ ସମ୍ୱଲପୁରରେ ବିକ୍ରି କରୁଥିଲା। ପୂର୍ବରୁ ମଧ୍ୟ ସମାନ ଅଭିଯୋଗରେ ଗୋପ ଧରାପଡି ଗିରଫ ହୋଇଥିଲା। ଗୁରୁବାର ପୁଣି ଥରେ ତାକୁ ଗିରଫ କରାଯାଇଛି। ଖାଲି ମଦ ବୋତଲ ଆଣି ସେଥିରେ ନକଲି ଲେବୁଲ ଲଗାଇ ଏହାକୁ ସେ ବିକ୍ରି କରୁଥିଲା ବୋଲି ପୋଲିସ ସୂଚନା ଦେଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe