/odisha-reporter/media/post_attachments/uploads/2015/08/sarathee1.png)
sarathee
କଟକ: ସୋମବାରକୁ ଘୁଞ୍ଚିଲା ସାରଥିଙ୍କ ଜାମିନ ଆବେଦନ ଶୁଣାଣି। ସେସନ୍ସ କୋର୍ଟରେ ଆଜି ଏହି ଶୁଣାଣି ହେବାର ଥିଲା। ଅଗଷ୍ଟ ୧୫ରେ କଟକ ସଦର ଏସଡିଜେଏମ କୋର୍ଟ ସାରଥିଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ। ପରେ ସେ ଏହି ନିର୍ଦ୍ଦେଶ ବିରୋଧରେ କଟକ ଦୌରା ଜଜଙ୍କ ଅଦାଲତରେ ନିୟମିତ ଜାମିନ ପାଇଁ ସେ ଆବେଦନ କରିଥିଲେ। ଅନ୍ୟପକ୍ଷରେ ଏହି ମାମଲାରେ କେସ ଡାଏରୀ ଦାଖଲ କରିଛି କ୍ରାଇମବ୍ରାଞ୍ଚ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
