/odisha-reporter/media/post_attachments/uploads/2017/03/sarathi.jpg)
sarathi
କଟକ: ସାରଥୀ ଓରଫ ସନ୍ତୋଷ ରାଉଳଙ୍କ କେନ୍ଦ୍ରାପଡା ବାରିମୂଳ ଆଶ୍ରମକୁ ଆଟ୍ଚ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏହି ସମ୍ପତ୍ତିର ମୂଲ୍ୟ ୧୧ କୋଟି ୪୦ ହଜାର ଟଙ୍କା ହେବ।
Advertisment
ଆଟାଚ ସମ୍ପତ୍ତିରେ ସାରଥୀଙ୍କ ଆଶ୍ରମ ଜମି, ଘର, ମନ୍ଦିର, ଭୁବନେଶ୍ୱରରେ ଦୁଇଟି ଘର ରହିଛି। ଏହାଛଡ଼ା ବ୍ୟାଙ୍କରେ ଜମାଥିବା ୨ କୋଟି ୪୦ ଲକ୍ଷ ଟଙ୍କା ମଧ୍ୟ ଆଟାଚ୍ କରିଛି ଇଡି। ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁସାରେ ଏହି ସମ୍ପତ୍ତିକୁ ଆଟାଚ୍ କରାଯାଇଛି। ସାରଥୀ ଏବେ ଚୌଦ୍ୱାର ଜେଲରେ ଥିବା ବେଳେ ତାଙ୍କ ବିରୋଧରେ ଅନେକ ମାମଲା ବିଚାରାଧୀନ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
