/odisha-reporter/media/post_attachments/uploads/2015/08/vlcsnap-2015-08-15-19h15m03s079.png)
sarathi
କଟକ: ବିବାଦୀୟ ସାରଥି ବାବାଙ୍କ ଜାମିନ ଆବେଦନ ଆଜି ଖାରଜ ହୋଇଯାଇଛି । କଟକ ସ୍ୱତନ୍ତ୍ର ଅଦାଲତ ସାରଥିଙ୍କ ଜାମିନ ଆବେଦନର ବିଚାର କରି ଏହାକୁ ଖାରଜ କରିଦେଇଛନ୍ତି । ଅଗଷ୍ଟ ୧୫ରେ କଟକ ସଦର ଏସଡିଜେଏମ କୋର୍ଟ ସାରଥିଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ। ପରେ ସେ ଏହି ନିର୍ଦ୍ଦେଶ ବିରୋଧରେ କଟକ ଦୌରା ଜଜଙ୍କ ଅଦାଲତରେ ନିୟମିତ ଜାମିନ ପାଇଁ ଆବେଦନ କରିଥିଲେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
