Advertisment

ସାରଥିଙ୍କ ଜାମିନ ଆବେଦନ ଖାରଜ

କଟକ: ବିବାଦୀୟ ସାରଥି ବାବାଙ୍କ ଜାମିନ ଆବେଦନ ଆଜି ଖାରଜ ହୋଇଯାଇଛି । କଟକ ସ୍ୱତନ୍ତ୍ର ଅଦାଲତ ସାରଥିଙ୍କ ଜାମିନ ଆବେଦନର ବିଚାର କରି ଏହାକୁ ଖାରଜ କରିଦେଇଛନ୍ତି । ଅଗଷ୍ଟ ୧୫ରେ କଟକ ସଦର ଏସଡିଜେଏମ କୋର୍ଟ ସାରଥିଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ। ପରେ ସେ ଏହି ନିର୍ଦ୍ଦେଶ ବିରୋଧରେ କଟକ ଦୌରା ଜଜଙ୍କ ଅଦାଲତରେ ନିୟମିତ ଜାମିନ ପାଇଁ ଆବେଦନ କରିଥିଲେ ।

ସାରଥିଙ୍କ ନାଁରେ ଏତଲା ଦେଲେ ବିବାଦୀୟ ଯୁବତୀ

sarathi

Advertisment

sarathiକଟକ: ବିବାଦୀୟ ସାରଥି ବାବାଙ୍କ ଜାମିନ ଆବେଦନ ଆଜି ଖାରଜ ହୋଇଯାଇଛି । କଟକ ସ୍ୱତନ୍ତ୍ର ଅଦାଲତ ସାରଥିଙ୍କ ଜାମିନ ଆବେଦନର ବିଚାର କରି ଏହାକୁ ଖାରଜ କରିଦେଇଛନ୍ତି । ଅଗଷ୍ଟ ୧୫ରେ କଟକ ସଦର ଏସଡିଜେଏମ କୋର୍ଟ ସାରଥିଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ। ପରେ ସେ ଏହି ନିର୍ଦ୍ଦେଶ ବିରୋଧରେ କଟକ ଦୌରା ଜଜଙ୍କ ଅଦାଲତରେ ନିୟମିତ ଜାମିନ ପାଇଁ ଆବେଦନ କରିଥିଲେ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe