Advertisment

ପ୍ରଧାନ ଶିକ୍ଷକଙ୍କୁ କାହିଁକି ମାଡ଼ ମାରିଲେ ସରପଞ୍ଚ ?

ପ୍ରଧାନ ଶିକ୍ଷକ ଭୋ ଭୋ ହୋଇ କାନ୍ଦିଲେ ଆଉ କହିଲେ, ମୋତେ ଗୋଇଠା ବିଧା ମାରିଲେ ସରପଞ୍ଚ ଓ ତାଙ୍କ ସମର୍ଥକ।

Advertisment

କିଏ ସତ କହୁଛନ୍ତି, କିଏ ମଛି କହୁଛନ୍ତି, ତାହା ତ ତଦନ୍ତ ପରେ ଜଣାପଡ଼ିବ। କିନ୍ତୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କ କହିବା ଅନୁସାରେ, ପିଲାଙ୍କ ମଧ୍ୟାହ୍ନ ଚାଉଳ ବିକ୍ରି କରି ସ୍କୁଲରେ କାର୍ଯ୍ୟରତ ପ୍ରାଇଭେଟ ଟିଚରଙ୍କୁ ଦରମା ଦିଆଯାଉଛି। ଯାହାକୁ ନେଇ ସ୍କୁଲ ପରିସର ଭିତରେ ସରପଞ୍ଚ ଓ ପ୍ରଧାନ ଶିକ୍ଷକଙ୍କ ଭିତରେ ଆରମ୍ଭ ହୋଇଥିଲେ ପାଟିତୁଣ୍ଡ। ପ୍ରଧାନ ଶିକ୍ଷକ ଭୋ ଭୋ ହୋଇ କାନ୍ଦିଲେ ଆଉ କହିଲେ, ମୋତେ ଗୋଇଠା ବିଧା ମାରିଲେ ସରପଞ୍ଚ ଓ ତାଙ୍କ ସମର୍ଥକ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Athagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe